ଆଭିମୂଖ୍ୟ

 ଆଭିମୁଖ୍ୟ

  1. କୃତ୍ରିମ ପ୍ରଜନନ ମାଧ୍ୟମରେ ଗୋ-ମହିଷାଦି ମାନଙ୍କର ଆନୁବଂଶିକ ଉନ୍ନତି କରିବା ।
  2. ପ୍ରାଣୀ ପାଳନକୁ ପ୍ରୋତ୍ସାହନ ଏବଂ ତ୍ୱରାନ୍ୱିତ କରି ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ।
  3. ଚାଷୀଙ୍କ ଘର ପାଖରେ କୃତ୍ରିମ ପ୍ରଜନନ ସେବା ଯୋଗାଇ ଦେବା ।
  4. ହିମୀକୃତ ଶୁକ୍ର ଭଣ୍ଡାର ମାଧ୍ୟମରେ ଉନ୍ନତମାନର ହିମୀକୃତ ଶୁକ୍ର ଉତ୍ପାଦନ କରି କୃତ୍ରିମ ପ୍ରଜନନ ସେବାକୁ ତ୍ୱରାନ୍ୱିତ କରିବା ।
  5. ବିଭିନ୍ନ ଉତ୍ସରୁ ପ୍ରାପ୍ତ ଅନୁଦାନକୁ ଉପଯୁକ୍ତ ବିନିଯୋଗ କରି ଗୋ ମହିଷାଦି ପ୍ରଜନନ ଏବଂ ତତସମ୍ପର୍କିତ କାର୍ଯ୍ୟ।ବଳୀର ପରିଚାଳନ।ର ବିକାଶ କରିବା ।