ପ୍ରଶିକ୍ଷଣ

ପ୍ରଶିକ୍ଷଣ (Training)

ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରିକ୍ଷକ ଏବଂ ଚାଷୀ ମାନଙ୍କର ଜ୍ଞାନର ବୃଦ୍ଧି ପାଇଁ ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି ଅନେକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିଥାଏ । ଉନ୍ନତମାନର ପ୍ରଶିକ୍ଷଣ ପାଇଁ ପ୍ରାଣୀଧନ ନିରିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଚିପିଲିମା, ବଲାଙ୍ଗୀରି, ଭଞ୍ଜନଗର ଆଞ୍ଚଳିକ ତାଲିମକେନ୍ଦ୍ର ବାଲେଶ୍ଵର ଓ ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ଅନୁଷ୍ଠାନ ଭୁବନେଶ୍ଵରର ଭିତ୍ତିଭୂମି କରାଯାଇଅଛି ।ସୋସାଇଟୀ (Society) ନିଜସ୍ଵ ୱେବସାଇଟ ଏବଂ ଫେସବୁକ (Facebook) ଜରିଆରେ ନିଜର ଜ୍ଞାନର ବିତରଣ କରିଥାଏ ।