ତରଳ ଜାବଖରାଜାନ ସଂଗ୍ରହ ଏବଂ ବଣ୍ଟନ

ତରଳ ଯବକ୍ଷାରଜ।ନ ସଂଗ୍ରହ ଏବଂ ବଣ୍ଟନ (LN2 Procurement & distribution)

        ହିମିକୃତ ଶୁକ୍ରର ସଂରକ୍ଷଣ ପାଇଁ ହିମୀକୃତ ଶୁକ୍ର ଭଣ୍ଡାର ତରଳ ଯବକ୍ଷାରଜ।ନ ସଂଗ୍ରହ କରି ସମସ୍ତ କୃତ୍ରିମ ପ୍ରଜନନ କେନ୍ଦ୍ରକୁ ନିରବଛିନ୍ନ ଭାବେ ବଣ୍ଟନ କରିଥାଏ । ଏଥି ସହିତ ଶୁକ୍ରର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକାର କ୍ରାୟୋକେନ (Cryocan) ଯଥା BA -3, BA -35, TA -55, IN -50, PM -54 ଆଦି ଯୋଗାଇ ଦିଆଯାଉଛି | କୃତ୍ରିମ ପ୍ରଜନନ ନିମିତ ଆବଶ୍ୟକୀୟ ଉପକରଣ ଯଥା କୃତ୍ରିମ ପ୍ରଜନନ ଗନ (AI Gun), ସିଥ (Sheeth) ଆଦି ଯୋଗାଇ ଦିଆଯାଉଛି | କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ଆନୁକୁଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ପାଇଁ OLRDS ମାଧ୍ୟମରେ RGM, NDP ରୁ ଅର୍ଥ ରାଶି ଯୋଗାଇଦେବା ସଙ୍ଗେ ସଙ୍ଗେ ରାଜ୍ୟ ଯୋଜନାରେ “Strengthening of Dairy Organization ” ମାଧ୍ୟମରେ ଅର୍ଥ ଯୋଗାଇଦେବାର ବ୍ୟବସ୍ଥା ଅଛି |