ଶିବିର

CAMPS: ଗୋ ବନ୍ଧ୍ୟା ନିରାକରଣ ଓ ସଚେତନତା ଶିବିର  (Infertility & Awareness Camp)

       କୃତ୍ରିମ ପ୍ରଜନନ ବୃଦ୍ଧି ପାଇଁ ସଚେତନତା ଶିବିର ଏବଂ ଗୋ ବନ୍ଧା ନିରାକରଣ ଶିବିରର (Infertility & Awareness Camp)ନିର୍ଦ୍ଧିଷ୍ଟ ବ୍ୟବଧାନରେ ଆୟୋଜନ କରାଯାଇଥାଏ ।