ରାଷ୍ଟୀୟ ଦୁଗ୍ଧ ଯୋଜନା -I

ରାଷ୍ଟ୍ରୀୟ ଦୁଗ୍ଧ ଯୋଜନା -1 ( National Dairy Plan-1)

       ରାଷ୍ଟ୍ରୀୟ ଦୁଗ୍ଧ ଯୋଜନା ସହାୟତାରେ ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି ହିମୀକୃତ ଶୁକ୍ର ଭଣ୍ଡାର, କଟକର ଦୃଢୀକରଣ କରାଯାଉଅଛି । ଏହାଦ୍ଵାରା ରାଜ୍ୟର ଗୋ ମହିଷାଦିମାନଙ୍କର ପ୍ରଜନନ କାର୍ଯ୍ୟକ୍ରମ ସୁନିୟନ୍ତ୍ରିତ ଭାବେ ପରିଚାଳିତ ହେଉଅଛି । ଏହି ଯୋଜନା ଅଧୀନରେ ରାଜ୍ୟ ବର୍ତ୍ତମାନ ସୁଦ୍ଧା ୬୦.୦୦ ଲକ୍ଷ ଟଙ୍କା ପାଇଅଛି ଏବଂ ନିର୍ଦ୍ଦିଷ୍ଟ କାର୍ଯ୍ୟ ପରିଚାଳିତ ହେଉଅଛି ।